କୋଲକାତାରେ ସିବିଆଇ, ସନ୍ଦେଶଖାଲି ଘଟଣାରେ କରିବ ପଚରାଉଚୁରା

ଡେସ୍କ: ଗିରଫ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କ ଭାଇ ଶେଖ୍ ଆଲମଗିରଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଆଜି କୋଲକାତାର ନିଜାମ ପ୍ୟାଲେସରେ ପହଞ୍ଚିଛି। ଗତ ଜାନୁଆରି ୫ ତାରିଖରେ ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ସିବିଆଇ ତାଙ୍କୁ ପଚରାଉଚରା ପାଇଁ ସମନ କରିଛି। ଶାହାଜାହାନଙ୍କ ଘନିଷ୍ଠ ସହଯୋଗୀ ମାଫିଜୁର ମୋଲାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ନେତା … Continue reading କୋଲକାତାରେ ସିବିଆଇ, ସନ୍ଦେଶଖାଲି ଘଟଣାରେ କରିବ ପଚରାଉଚୁରା