ଏନଟିପିସିର ବରିଷ୍ଠ ମ୍ୟାନେଜର ଗିରଫ

ଡେସ୍କ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୂଆଦିଲ୍ଲୀସ୍ଥିତ ଏନଟିପିସି ଲିମିଟେଡର ଜଣେ ବରିଷ୍ଠ ମ୍ୟାନେଜର ବିଜୟ କୁମାରଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି। ସେ ଅଭିଯୋଗକାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଗିରଫ କରିଛି। ଅଭିଯୋଗକାରୀ କମ୍ପାନୀର ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ଏକ ବିଜ୍ଞାପନ କମ୍ପାନୀର ଉପାଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ଅଯଥା ଫାଇଦା ନେବା … Continue reading ଏନଟିପିସିର ବରିଷ୍ଠ ମ୍ୟାନେଜର ଗିରଫ