ଲାଞ୍ଚ ନେବାବେଳେ ଧରାପଡ଼ି କେନ୍ଦ୍ରୀୟ ଅବକାରୀ ବିଭାଗ ଅଧୀକ୍ଷକ ଗିରଫ

ଡେସ୍କ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ – ସିବିଆଇ ବ୍ରହ୍ମପୁର ସ୍ତିତ କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କୁ ଜିଏସଟି ଫେରସ୍ତ କରିବା ବଦଳରେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ଗତ ୯ ତାରିଖରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା … Continue reading ଲାଞ୍ଚ ନେବାବେଳେ ଧରାପଡ଼ି କେନ୍ଦ୍ରୀୟ ଅବକାରୀ ବିଭାଗ ଅଧୀକ୍ଷକ ଗିରଫ