ନିଟ୍-ୟୁଜି ପରୀକ୍ଷା ଅନିୟମିତତା – ୨ ଜଣଙ୍କୁ ଗିରଫ କଲା ସିବିଆଇ

ଡେସ୍କ: ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ-ସିବିଆଇ ୨ ଜଣଙ୍କୁ ଗିରଫ କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତଙ୍କୁ ବିହାରର ପାଟନାରୁ ଗିରଫ କରାଯାଇଛି। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାର ସିବିଆଇ ଆନୁଷ୍ଠାନିକ ତଦନ୍ତ କରୁଛି। ସିବିଆଇ ସୋମବାର ବିହାର ପୁଲିସର ଅର୍ଥନୈତିକ ଅପରାଧ ୟୁନିଟ୍ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। Related Posts ରୋଷେଇ ଘରେ କରନ୍ତୁନି ଏଭଳି ଭୁଲ୍‌… Jul 2, 2024 ଏହି … Continue reading ନିଟ୍-ୟୁଜି ପରୀକ୍ଷା ଅନିୟମିତତା – ୨ ଜଣଙ୍କୁ ଗିରଫ କଲା ସିବିଆଇ