ଫେବୃୟାରୀରେ କାର୍ ବିକ୍ରି ୧୦.୮ ପ୍ରତିଶତ ବଢିଲା

ନୂଆଦିଲ୍ଲୀ : ଫେବୃୟାରୀ ମାସରେ ଘରୋଇ ଯାତ୍ରୀବାହୀ କାର୍ ବିକ୍ରି ବଢିଛି । ଗତ ବର୍ଷ ଫେବୃୟାରୀ ମାସ ଅପେକ୍ଷା ଚଳିତ ବର୍ଷ ସମାନ ମାସରେ କାର୍ ବିକ୍ରି ୧୦.୮ ପ୍ରତିଶତ ବୃଦ୍ଧି ପାଇଛି । ଘରୋଇ ଏବଂ ବାଣିଜ୍ୟିକ ସମେତ ସମୁଦାୟ ବିକ୍ରି ମଧ୍ୟ ଫେବୃୟାରୀରେ ବଢି ୨୩,୦୩,୩୨୨ ୟୁନିଟ୍ସ ହୋଇଯାଇଛି । ଗତ ବର୍ଷ ଫେବୃୟାରୀ ୨୦୨୩ରେ ଏହା ୧୭,୭୨,୦୧୨ ୟୁନିଟ୍ସ ଥିଲା । Related Posts ବନବିଭାଗ ପକ୍ଷରୁ  ହାତୀ ଦାନ୍ତ ଜବତ … Continue reading ଫେବୃୟାରୀରେ କାର୍ ବିକ୍ରି ୧୦.୮ ପ୍ରତିଶତ ବଢିଲା