କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

ହସ୍ତରେଖାଶାସ୍ତ୍ରରେ ପାପୁଲିରେ ଥିବା ରେଖା,ପର୍ବତ ସାହାଯ୍ୟରେ ବ୍ୟକ୍ତିଙ୍କ ଜୀବନର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ମିଳିଥାଏ । ଏଭଳି କି ପାପୁଲି ରେଖାରୁ ଆପଣଙ୍କ କର୍ମକ୍ଷେତ୍ର ବିଷୟରେ ମଧ୍ୟ ଜଣାପଡିଥାଏ । ହସ୍ତରେଖା ଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ପାପୁଲିରେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଲୁଚି ରହିଥାଏ । ଏହି ରେଖା ମାଧ୍ୟମରେ ବ୍ୟକ୍ତିଙ୍କ ଜୀବନ, ସ୍ୱାସ୍ଥ୍ୟ, ଧନ-ସମ୍ପତ୍ତି ଓ କର୍ମକ୍ଷେତ୍ର ବିଷୟରେ ଅନେକ ସୂଚନା ମିଳିଥାଏ … Continue reading କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..