ନୂଆଦିଲ୍ଲୀ: ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ କାନାଡ଼ା ବ୍ୟାଙ୍କର ଓଏସଡ଼ି ଭାବରେ ନିଯୁକ୍ତି ମିଳିଛି । ସେ ଯେବେଠାରୁ କାର୍ଯ୍ୟରେ ଯୋଗଦେବେ ସେବେଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । କାନଡ଼ା ବ୍ୟାଙ୍କର ପରିଚାଳନାମଣ୍ଡଳୀ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Popular Categories



