କଲିକତା ହାଇକୋର୍ଟରେ ବିଚାରପତି ବିବାଦ – ସମସ୍ତ ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଡେସ୍କ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ପଶ୍ଚିମବଙ୍ଗରେ ନକଲି ସାର୍ଟିଫିକେଟ୍ ଦୁର୍ନୀତି ମାମଲାରେ କଲିକତା ହାଇକୋର୍ଟର ସମସ୍ତ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଏବଂ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ରେ ହେବ। ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୮୩.୩ ମିଲିୟନ ଡଲାର ଜୋରିମାନା କଲିକତା ହାଇକୋର୍ଟର ଖଣ୍ଡପୀଠ ଏବଂ ଏକକ ଖଣ୍ଡପୀଠ … Continue reading କଲିକତା ହାଇକୋର୍ଟରେ ବିଚାରପତି ବିବାଦ – ସମସ୍ତ ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ