ନୂଆଦିଲ୍ଲୀ : ଦିଲ୍ଲୀରେ ଗୁରୁବାର ବିଳମ୍ବିତ ରାତିରେ ଦ୍ବାରକା ସେକ୍ଟର ୧୨ରେ ଏକ ନିର୍ମାଣାଧିନ କୋଠା ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଛି । ୩୦ ଜଣ ଶ୍ରମିକ କାମ କରୁଥିବା ସମୟରେ ନିର୍ମାଣାଧିନ ହସ୍ପିଟାଲ କୋଠା ଭୁଶୁଡି ପଡିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହିତ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ଚାଲିଛି ।
ଓଡିଶା ବଜେଟ ୨୦୨୪-୨୫: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ



