‘ମାଆ କେବେ ହାର୍‌ ମାନେ ନାହିଁ’; ଦେଖନ୍ତୁ ଭିଡିଓ, କେମିତି ସିଂହ ଦଳ କବଳରୁ ଛୁଆର ଜୀବନ ରକ୍ଷା କଲା ମଇଁଷି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ବେଶ ମନଛୁଆଁ ହୋଇଥିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ଭିଡିଓରେ ଦେଖାଯାଏ, ଜଙ୍ଗଲୀ ଜନ୍ତୁ ହେଲେ ମଧ୍ୟ ମାଆ ନିଜ ଛୁଆ ଜୀବନ ରକ୍ଷା କରିବାକୁ ଶକ୍ତିଶାଳୀ ଜନ୍ତୁ ସହ ଲଢେଇ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । View this … Continue reading ‘ମାଆ କେବେ ହାର୍‌ ମାନେ ନାହିଁ’; ଦେଖନ୍ତୁ ଭିଡିଓ, କେମିତି ସିଂହ ଦଳ କବଳରୁ ଛୁଆର ଜୀବନ ରକ୍ଷା କଲା ମଇଁଷି