ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଦ୍ଧାଦିତ୍ୟ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ କୁହାଯାଏ । ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଧନ, ସଫଳତା, ବୁଦ୍ଧି, ଲୋକପ୍ରିୟତା ମିଳିଥାଏ । ଖୁବ୍‌ ଶୀଘ୍ର ବୃଷ ରାଶିରେ ବୁଦ୍ଧାଦିତ୍ୟ ରାଜଯୋଗ ହେବାକୁ ଯାଉଛି । ସମସ୍ତ ରାଶିରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ଭାଗ୍ୟଶାଳୀ ହେବ । ସୂର୍ଯ୍ୟ ଚଳନ କରି ବୃଷ ରାଶିରେ ଅଛନ୍ତି, ୨୩ ମେ’ରେ ବୁଧ ଚଳନ କରି ବୃଷ ରାଶିରେ ପ୍ରବେଶ କରିବେ । … Continue reading ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..