ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି  ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ ହେବ । ଯୁବ , ମହିଳା , କୃଷକ ସମସ୍ତଙ୍କୁ ଏହି ବଜେଟ୍ ସଶକ୍ତ କରିବ। ୨୦୪୭ ମସିହାରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ୍ କରିବ। ଏହି ବଜେଟ୍ ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ। ଭିତ୍ତିଭୂମିର ବିକାଶ … Continue reading ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ : ପ୍ରଧାନମନ୍ତ୍ରୀ