ବଜେଟ ୨୦୨୪ – ପ୍ରତିକ୍ରିୟା

ଡେସ୍କ: ୨୦୨୪ ବର୍ଷ ପାଇଁ ଆଜି ଆଗତ ହୋଇଥିବା ମଧ୍ୟବର୍ତ୍ତିକାଳୀନ ବଜେଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ବର୍ଗର ଲୋକେ ଏହାକୁ ଗତିଶୀଳ ବଜେଟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ବଜେଟକୁ ଆହୁରି ଲୋକାଭିମୁଖୀ କରାଯିବାର ଆବଶ୍ୟକତା ଥିଲା ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ରାଜନାଥ ସିଂ (ପ୍ରତିରକ୍ଷା ମନ୍ତ୍ରୀ): ଏହା ଏକ ଉତ୍ସାହଜନକ ବଜେଟ୍। ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ହାସଲ କରିବ। କିରେନ … Continue reading ବଜେଟ ୨୦୨୪ – ପ୍ରତିକ୍ରିୟା