ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା
ନୂଆଦିଲ୍ଲୀ : ନିକଟରେ ବିଭିନ୍ନ ଟେଲିକମ୍ କମ୍ପାନୀ ନିଜର ରିଚାର୍ଜ ପ୍ଲାନ୍ର ଦାମ୍ରେ ପରିବର୍ତ୍ତନ ସହ କିଛି କିଛି ନୂଆ ପ୍ଲାନ୍ ମଧ୍ୟ ଲଞ୍ଚ କରିଛନ୍ତି । ସେହିପରି ବିଏସଏନଏଲ୍ ମଧ୍ୟ ଅନେକ ରିଚାର୍ଜ ପ୍ଲାନ୍ ଆଣିଛି । ଫଳରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଉତ୍ତମ ସୁବିଧା ଓ ବିଭିନ୍ନ ବିକଳ୍ପକୁ ନଜରରେ ରଖି ଉପଭୋକ୍ତାମାନେ ବିଏସଏନଏଲ୍କୁ ପସନ୍ଦ କରୁଥିବା ଦେଖାଯାଉଛି । ନିକଟରେ ବିଏସଏନଏଲ ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନେକ ରିଚାର୍ଜ … Continue reading ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା
Copy and paste this URL into your WordPress site to embed
Copy and paste this code into your site to embed