www.samajalive.in
Sunday, December 7, 2025
23.1 C
Bhubaneswar

ବିଏସଏନଏଲର ୯୮ଟଙ୍କା ପ୍ଲାନରେ ପ୍ରତିଦିନ ମିଳିବ ୨ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ସଂଚାର ନିଗମ(ବିଏସ୍ଏନ୍ଏଲ୍) ତାର ୯୮ଟଙ୍କାର ଶସ୍ତା  ପ୍ରି-ପେଡ ପ୍ଲାନକୁ ଅପଡେଟ କରିଛି। କମ୍ପାନୀ ୯୮ଟଙ୍କା ପ୍ଲାନରେ ଏବେ ପ୍ରତିଦିନ ୨ଜିବି ଡାଟା ଦେବ। ଏହାବ୍ୟତୀତ ବିଏସ୍ଏନଏଲର ଏହି ପ୍ଲାନରେ ଏରସ ନାଓର ଫ୍ରି ସବ୍ସକ୍ରିସନ ମଧ୍ୟ ମିଳିବ। ଏହି ସବ୍ସକ୍ରିସନ ଆପଣଙ୍କୁ ବିଏସଏନଏଲର ୨୯୮ଟଙ୍କା, ୩୩୩ଟଙ୍କା ଏବଂ ୪୪୪ଟଙ୍କାର ପ୍ଲାନରେ ମଧ୍ୟ ମିଳିବ। ଏହି ପ୍ଲାନରେ ପୂର୍ବରୁ ୨୬ଦିନର ବୈଧତା ସହିତ ପ୍ରତିଦିନ ୧.୫ଜିବି ଡାଟା ମିଳୁଥିଲା ମାତ୍ର ଏହା ୨ଜିବିକୁ ବଢାଇଦିଆଯାଇଛି।

 

- Advertisement -

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories