ବିଏସ୍‌କେୱାଇ ନବୀନ କାର୍ଡ ନିମନ୍ତେ ପଞ୍ଜିକରଣ ଆରମ୍ଭ

ଡେସ୍କ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ନିମନ୍ତେ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଏହା ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବାରୁ ବଞ୍ଚିତ ଲୋକମାନେ ଏଥିରେ ସାମିଲ ହୋଇପାରିବେ। ଏଥିଲାଗି ଅନଲାଇନରେ http://bskynabin.odisha.gov.in କିମ୍ବା ‘ମୋ ସେବା କେନ୍ଦ୍ର’ରେ ପଞ୍ଜୀକରଣ କରାଯାଇ ପାରିବ। ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା, କଳାରଙ୍ଗରେ ଝଲସିବେ ଶ୍ରୀରାମ Related Posts ଫ୍ଲାଇଓଭରରୁ ଡେଇଁଲେ ଯୁବତୀ Sep 7, 2024 ବାଲେଶ୍ବରରେ ଯୁବକଙ୍କୁ ଛୁରାମାଡ଼, … Continue reading ବିଏସ୍‌କେୱାଇ ନବୀନ କାର୍ଡ ନିମନ୍ତେ ପଞ୍ଜିକରଣ ଆରମ୍ଭ