ବିକାଶ ବାଟବଣା, ବାଧକ ସାଜିଛି ଲକ୍ଷ୍ମୀନାଳ
ବୌଦ୍ଧ: ଗମନା ଗମନର ସମସ୍ୟା ହେତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ବଣ ପାହାଡ଼ ଘେରା ଅଞ୍ଚଳରେ ବିକାଶ ବାଟବଣା ହୋଇ ରହିଯାଇଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ନେଇ ଗଠିତ ଟିକରପଡା ପଞ୍ଚାୟତ ବିଷୟରେ । ସେଠାରେ ଥିବା ସାତଟି ଗ୍ରାମର ଅଧିବାସୀ ଶିକ୍ଷା, … Continue reading ବିକାଶ ବାଟବଣା, ବାଧକ ସାଜିଛି ଲକ୍ଷ୍ମୀନାଳ
Copy and paste this URL into your WordPress site to embed
Copy and paste this code into your site to embed