ମାଆକୁ ମେଡିକାଲ ନେଉଥିଲା ପୁଅ; ଦୁର୍ଘଟଣାରେ ମାଆ ମୃତ, ପୁଅ ଗୁରୁତର

ବୌଦ୍ଧ : ବୌଦ୍ଧରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମାଆର ଜୀବନ। କିଆକଟା ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ଅସୁସ୍ଥ ମାଆକୁ ବାଇକ୍‌‌ରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକ୍‌‌କୁ ଏକ ଟ୍ରକ୍‌‌ ପଛରୁ ଧକ୍କା ଦେଇ ଚମ୍ପଟ ମାରିଛି। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା … Continue reading ମାଆକୁ ମେଡିକାଲ ନେଉଥିଲା ପୁଅ; ଦୁର୍ଘଟଣାରେ ମାଆ ମୃତ, ପୁଅ ଗୁରୁତର