ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ତିନୋଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କରିବେ। ଶ୍ରୀ ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରରେ ହାଇଦ୍ରାବାଦର ଗାଚିବୋଲିସ୍ଥିତ ଅନ୍ବାୟା ସମ୍ମିଳନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତ ପଠାଇବା ପ୍ରସଙ୍ଗ, ରାୟ ସଂରକ୍ଷିତ ଦ ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ସମ୍ପାଦକ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ ଭେଙ୍କେୟା ନାଇଡୁଙ୍କ ଜୀବନୀ … Continue reading ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ