ରାଜନୀତିକୁ ଆସିବା ଚର୍ଚ୍ଚାରେ ଜାଣନ୍ତୁ କଣ ଉତ୍ତର ଦେଲେ ସଞ୍ଜୟ

ନୂଆଦିଲ୍ଲୀ: ବଲିଉଡ ତାରକା ସଞ୍ଜୟ ଦତ୍ତ ରାଜନୀତିରେ ଯୋଗ ଦେବା ସହ ଏଥର ଲୋକସଭା ନିର୍ବାଚନ ଲଢିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ହେଲେ ଏବେ ନିଜେ ସଞ୍ଜୟ ଦତ୍ତ ଏହାକୁ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ସଞ୍ଜୟ କହିଛନ୍ତି ଯେ ରାଜନୀତିରେ ଯୋଗ ଦେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ଗୁଜବ। ପ୍ରଶଂସକମାନେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି … Continue reading ରାଜନୀତିକୁ ଆସିବା ଚର୍ଚ୍ଚାରେ ଜାଣନ୍ତୁ କଣ ଉତ୍ତର ଦେଲେ ସଞ୍ଜୟ