ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘର ବାଲକୋନିକୁ ଗୁଳି ଚାଳନା ଘଟଣାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସଲମାନ୍ ଙ୍କୁ ହତ୍ୟା କରିବାକୁ ସୁପାରୀ ୨୫ ଲକ୍ଷ ଟଙ୍କା ନେଇଥିଲେ। ସୁପରଷ୍ଟାର ସଲମାନ୍ ଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନାବାଳକଙ୍କୁ ନିୟୋଜିତ କରିଥିଲା। ଗ୍ୟାଙ୍ଗର ଗିରଫ ହୋଇଥିବା ୫ ଜଣଙ୍କ ବିରୋଧରେ ପୁଲିସ ୩୫୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏହି ସୁଟରମାନେ ପରବର୍ତ୍ତୀ … Continue reading ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..