ନଡ଼ିଆ ପାରୁଥିବା ବେଳେ କରେଣ୍ଟ ଲାଗି ଯୁବକ ମୃତ

ବୋଲଗଡ: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ନେଳିଆ ପୋଖରୀ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ୩୩କେଭି କରେଣ୍ଟ ଲାଗି ଯୁବକ ମୃତ। ମୃତକ ଜଣକ ବୋଲଗଡ ଥାନା ଖଙ୍ଗୁରିଆ ଜଗୁ ପରିଡ଼ା (୪୦)। ସେ ସକାଳ ପ୍ରାୟ ୮ଟା ସମୟରେ ନଡ଼ିଆ ଗଛ ଚଢା ମେସିନ ସାହାଯ୍ୟ ଚଢ଼ିଥିଲେ। ନିକଟରେ ଯାଇଥିବା କଭର ବିହୀନ ତାର ଉପରେ କଞ୍ଚା ବହୁଙ୍ଗା ଲାଗିଯିବା ପରେ ଗଛଟି ଉପରେ ବିଦ୍ୟୁତ୍ ଆଘାତ ଲାଗିବା ସହ … Continue reading ନଡ଼ିଆ ପାରୁଥିବା ବେଳେ କରେଣ୍ଟ ଲାଗି ଯୁବକ ମୃତ