ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି

ଭୁବନେଶ୍ଵର: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। ଭୁବନେଶ୍ଵର କ୍ଵାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି। ଭିତର ପଟୁ ଗେଟ୍‌ରେ ତାଲା ପକାଯାଇ  ଭିତରେ ଭଙ୍ଗା କାମ ଚାଲିଛି।  ମୁଖ୍ୟ ସରକାରୀ ଘର ଛାଡି ଯେଉଁ ସବୁ ନିର୍ମାଣ କାମ ହୋଇଛି, ସେଗୁଡିକୁ ଭଙ୍ଗାଯାଉଛି। ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି … Continue reading ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି