ବଜାରକୁ ଆସିଲା ଏହି କୁଲ୍ ବାଇକ୍ : ଦିୱାନା କଲା ଏହାର ଲୁକ୍, ଦାମ୍ ଏତିକି
ନୂଆଦିଲ୍ଲୀ : BMW Motorrad ଭାରତୀୟ ବଜାରରେ ନିଜର ଲୋକପ୍ରିୟ ବାଇକ୍ ବିଏମ୍ଡବ୍ଲୁ ଜି ୩୧୦ ଆରଆରର ଏକ ଲିମିଟେଡ୍ ଏଡିସନ୍ ଲଞ୍ଚ କରିଛି । କମ୍ପାନୀ ଏହି ମଡେଲ୍ ଭାରତରେ ନିଜର ୧୦,୦୦୦ ୟୁନିଟ୍ ସେଲ୍ର ଉତ୍ସବ ପାଳନ କରିବା ପାଇଁ ଲଞ୍ଚ କରିଛି । ଏହାର ଦାମ୍ ୨.୯୯ ଲକ୍ଷ ଟଙ୍କା (ଏକ୍ସ-ଶୋ ରୁମ୍)ରେ ରଖାଯାଇଛି । ଯାହା ଷ୍ଟାଣ୍ଡାଡ୍ ମଡେଲ୍ରୁ ପ୍ରାୟ ୧୮,୦୦୦ ଟଙ୍କା ଅଧିକ । ବିଏମ୍ଡବ୍ଲୁ ଜି ୩୧୦ ଆରଆର … Continue reading ବଜାରକୁ ଆସିଲା ଏହି କୁଲ୍ ବାଇକ୍ : ଦିୱାନା କଲା ଏହାର ଲୁକ୍, ଦାମ୍ ଏତିକି
Copy and paste this URL into your WordPress site to embed
Copy and paste this code into your site to embed