ଏହି ହେଲମେଟରେ ଅଛି ଅନେକ ଫିଚର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଷ୍ଟିଲବର୍ଡ SBA 8 BT ଏକ ଫ୍ଲିପ-ଅପ୍ ହେଲମେଟ୍ ଯାହା ଭାରତୀୟ ବଜାରରେ ଲୋକପ୍ରିୟ ହୋଇପାରିଛି । ଏହାକୁ ହାଇଟେକ୍ ହେଲମେଟ୍ ମଧ୍ୟ କୁହାଯାଏ କାରଣ ଏଥିରେ ଅନେକ ଫିଚର ଦିଆଯାଇଛି ଯାହା କେବଳ ଟ୍ରେଣ୍ଡି ନୁହେଁ ବରଂ ଆପଣଙ୍କୁ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ଦାମ୍ ୩,୯୯୯ ଟଙ୍କା । ଏହି ହେଲମେଟ୍ ଭାରତୀୟ ମାନକ ସଂସ୍ଥାନ ଦ୍ବାରା ପ୍ରମାଣିତ ଯାହା ସୁରକ୍ଷା ମାନକ ପୁରା କରୁଥିବା ଦର୍ଶାଉଛି … Continue reading ଏହି ହେଲମେଟରେ ଅଛି ଅନେକ ଫିଚର, ଦାମ୍ ମାତ୍ର..