ପଶ୍ଚିମବଙ୍ଗ ଡିଜିପି ବଦଳି ପ୍ରସଙ୍ଗ, ନିର୍ବାଚନ ଆୟୋଗକୁ ନିୟନ୍ତ୍ରଣ କରୁଛି ବିଜେପି – ତୃଣମୂଳ କଂଗ୍ରେସ

ଡେସ୍କ: ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ହଟାଇବା ଘଟଣାକୁ ସମାଲୋଚନା କରି ତୃଣମୂଳ କଂଗ୍ରେସ କହିଛି ଯେ ଏହା ନିର୍ବାଚନ ଆୟୋଗ (ଇସି) ଉପରେ ବିଜେପିର ‘ନିୟନ୍ତ୍ରଣ’ର ଏକ ଜ୍ୱଳନ୍ତ ଉଦାହରଣ। ଏକ ସାମ୍ବାଦିକ ସମ୍ମିଳନୀରେ ଟିଏମସି ସାଧାରଣ ସମ୍ପାଦକ କୁନାଲ ଘୋଷ ଦାବି କରିଛନ୍ତି ଯେ ରାଜ୍ୟରେ ଲୋକସଭା ଆସନ ହରାଇବା ଭୟରେ ବିଜେପି ଆତଙ୍କିତ ହୋଇଛି। ନିର୍ବାଚନୀ ବଣ୍ଡ ମାମଲା – ଦଳ ଜାଣିନି ଦାତା କିଏ? ଲୋକସଭା ନିର୍ବାଚନରେ ସମାନ ସୁଯୋଗ ସୁନିଶ୍ଚିତ … Continue reading ପଶ୍ଚିମବଙ୍ଗ ଡିଜିପି ବଦଳି ପ୍ରସଙ୍ଗ, ନିର୍ବାଚନ ଆୟୋଗକୁ ନିୟନ୍ତ୍ରଣ କରୁଛି ବିଜେପି – ତୃଣମୂଳ କଂଗ୍ରେସ