ଆଜି ୨୦ଟି ଆସନରେ ବିଜେପି କରିପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଜି ୨୦ରୁ ୨୨ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ଏନେଇ ସୂଚନା ଦେଇଛନ୍ତି। ରାଉରକେଲା ଏବଂ ସୁନ୍ଦରଗଡ ଗସ୍ତ କରି ତୋମାର ଏହି ସୂଚନା ଦେଇଛନ୍ତି। ରାଉରକେଲା ବିଧାନସଭା ଆସନ ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବ ବୋଲି ପୂର୍ବରୁ କହିଥିଲେ ଜୁଏଲ ଓରାମ। ତେଣୁ ଦିଲ୍ଲୀପଙ୍କୁ ଟିକେଟ ମିଳିବା ନେଇ ଆଶା କରାଯାଉଛି। ଏହି ଅବସରରେ ତୋମାର … Continue reading ଆଜି ୨୦ଟି ଆସନରେ ବିଜେପି କରିପାରେ ପ୍ରାର୍ଥୀ ଘୋଷଣା