ଭୋଟ୍‌ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ

ଭୋପାଳ: ମଧ୍ୟପ୍ରଦେଶରେ ଏକ ଭିଡିଓକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଗୁରୁବାର ଇଣ୍ଟରନେଟ୍‌ରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ମଧ୍ୟପ୍ରଦେଶର ଭୋପାଳସ୍ଥିତ ବେରସିଆରେ ଲୋକସଭା ନିର୍ବାଚନ ପାଇଁ ମତଦାନ ସମୟରେ ଜଣେ ନାବାଳକ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଭୋଟ୍ ଦେଇଥିବା ବାଳକ ବିଜେପିର ଜିଲା ପଞ୍ଚାୟତ ସଦସ୍ୟ ବିନୟ ମେହେରଙ୍କ ପୁଅ। ମଙ୍ଗଳବାର ମତଦାନ ସମୟରେ ସେ ନିଜ ପିତାଙ୍କ ସହ ମତଦାନ କେନ୍ଦ୍ରକୁ ଯାଇଥିଲା ଏବଂ ଇଭିଏମରେ ନିଜ … Continue reading ଭୋଟ୍‌ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ