ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା କାରାଗାରକୁ ପଠାଇ ଦିଆଯାଇଛି। ବେଗୁନିଆ ନିର୍ବାଚନମଣ୍ଡଳୀ ରାଜସୁନାଖଳା ନିକଟ କାଉଁରିଆପାଟଣା ୧୧୪ ନଂ ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ତାଙ୍କୁ ପୁଲିସ ଅଟକ ରଖିଥିଲା। ଶନିବାର ରାତିରେ ତାଙ୍କୁ ଗିରଫ କରି କାରାଗାର ପଠାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ୧୧୪ ନମ୍ବର ଭୋଟ ଗ୍ରହଣ … Continue reading ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ