ବିରଂଚି ହସ୍ପିଟାଲ ମାଲିକାଣୀ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସମ୍ପତ୍ତି ୨୨୧ କୋଟି

ଡେସ୍କ: ହାଇଦ୍ରାବାଦ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେ ମାଧବୀ ଲତା, ଯିଏ ବର୍ତ୍ତମାନର ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ବିପକ୍ଷରେ ଲଢୁଛନ୍ତି, ତାଙ୍କର ପାରିବାରିକ ସମ୍ପତ୍ତି ୨୨୧ କୋଟି ଟଙ୍କା ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଯାଇଛି। ତେବେ ହାଇଦ୍ରାବାଦରେ ତାଙ୍କ ନାମରେ ଥିବା ବିରଂଚି ହସ୍ପିଟାଲ ବିରୋଧରେ ଅନେକ ମାମଲା ରହିଛି ଏବଂ କୋଭିଡ ସମୟରେ ରୋଗୀଙ୍କୁ ଠକିବା ଅଭିଯୋଗରେ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଥିଲା। ଝାରସୁଗୁଡାରେ ଗୃହମନ୍ତ୍ରୀ ଅମିତ ଶାହା କିନ୍ତୁ ଏହି … Continue reading ବିରଂଚି ହସ୍ପିଟାଲ ମାଲିକାଣୀ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସମ୍ପତ୍ତି ୨୨୧ କୋଟି