ଶଙ୍ଖ ଭବନରେ ସରିଲା ବିଜେଡ଼ି ବୈଠକ, ନବୀନ ବିରୋଧୀ ଦଳ ନେତା

ଡ଼େସ୍କ: ଭୁବନେଶ୍ବର ଶଙ୍ଖ ଭବନରେ ଶେଷ ହେଲା ବିଜେଡ଼ି ବିଧାୟକ ଦଳ ବୈଠକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ବିଜେଡି ବିଧାୟକ ଦଳ ବୈଠକରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ହେବେ … Continue reading ଶଙ୍ଖ ଭବନରେ ସରିଲା ବିଜେଡ଼ି ବୈଠକ, ନବୀନ ବିରୋଧୀ ଦଳ ନେତା