ଏକ ହୋଇ କାମ କରିବା, ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା – ମୁଖ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟ ଶାସନ ଭାର ସମ୍ଭାଳି ଥିବା ବିଜୁ ଜନତା ଦଳ ଆଜି ୨୬ ବର୍ଷ ପୂରଣ କରିଛି। ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଆମ ନେତା ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ଓ ସୁଶାସନ ଯୋଗାଇ ଦେଇଛନ୍ତି। ରାଜ୍ୟ ପାଇଁ ସମସ୍ତ ବିକାଶମୂଳକ କାର୍ଯ୍ୟ ପଛରେ ତାଙ୍କ ଉଦ୍ୟମ ଓ ପ୍ରେରଣା ରହିଛି ବୋଲି … Continue reading ଏକ ହୋଇ କାମ କରିବା, ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା – ମୁଖ୍ୟମନ୍ତ୍ରୀ