ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ଭାବେ ନିର୍ବାଚିତ 

କଳାପଥର (ବାଙ୍କୀ ): ଆଜି ବାଙ୍କୀ ନିର୍ବାଚନ ମଣ୍ଡଳିର ବିଧାନ ସଭା ଓ ଲୋକ ସଭା ପାଇଁ ବାଙ୍କୀ କଲେଜରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଇଥିଲା । ବାଙ୍କୀ ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଭୋଟ ଗଣତି କରାଯାଇଥିଲା । ଏହି ନିର୍ବାଚନ ମଣ୍ଡଳିରେ ସମୁଦାୟ ୧ଲକ୍ଷ ୬୬ହଜାର ୫୯୦ଜଣ ନିଜର ମତଦାନ କରିଥିଲେ । ସେଥିମଧ୍ୟରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ସର୍ବାଧିକ ୬୮ହଜାର ୭୫୨ଖଣ୍ଡ … Continue reading ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ଭାବେ ନିର୍ବାଚିତ