ରାସ୍ତାକଡରେ ବିସ୍କୁଟ୍ ବିକ୍ରି କରି ୫୦ଲକ୍ଷର କାର୍‌ କିଣିଲେ ଦୋକାନୀ !

ନୂଆଦିଲ୍ଲୀ : କୁହାଯାଏ ଦୁନିଆରେ କୌଣସି କାମ ଛୋଟ ନୁହେଁ।  କେବଳ ଲୋକଙ୍କ ମନର ଧାରଣା ହିଁ ଛୋଟ ହୋଇଥାଏ। କାହା ଆଗରେ ହାତ ପତାଇବା ଠାରୁ ରାସ୍ତାରେ ଠେଲା ଦୋକାନଟିଏ କରିବା ଭଲ । ଦୁନିଆ ବଦଳିବା ସହ ଲୋକଙ୍କ ଧାରଣା ମଧ୍ୟ ବଦଳି ଗଲାଣି।  ଆଜିକାଲିର ସମୟରେ ଏକ ଠେଲା ଦୋକାନୀର ରୋଜଗାର ଜଣେ କର୍ପୋରେଟ୍ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ରୋଜଗାରଠାରୁ ଭଲ ହୋଇଥାଏ। କିଛି ଦିନ ହେବ ଠେଲା ଗାଡିରେ ବ୍ୟବସାୟ … Continue reading ରାସ୍ତାକଡରେ ବିସ୍କୁଟ୍ ବିକ୍ରି କରି ୫୦ଲକ୍ଷର କାର୍‌ କିଣିଲେ ଦୋକାନୀ !