କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

ଡେସ୍କ: ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସହ ଅଧ୍ୟକ୍ଷ ବିଲ୍ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ, ପୋଷଣ ନିରାପତ୍ତା ଏବଂ ଜଳବାୟୁ ସ୍ଥିରତାରେ ଉନ୍ନତି ଆଣିବା ଦିଗରେ ମିଳିତ ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶା ସରକାର ୨୦୧୭ ମସିହାରୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ଭାଗିଦାରୀ କରି ଆସୁଛନ୍ତି। ଏହି ଭାଗିଦାରୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ଅଗ୍ରଣୀ ଭାବେ … Continue reading କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ