ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ

ଡେସ୍କ: ବିଜାପୁରରେ ସୁରକ୍ଷା ଏଜେନ୍ସି ସହ ଗୁଳି ବିନିମୟରେ ମୋଟ ୧୩ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ଛତିଶଗଡ଼ ପୁଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି। ଏପ୍ରିଲ ୧ ଓ ୨ ତାରିଖ ରାତିରେ ବିଜାପୁର ଜିଲ୍ଲାର ଗଙ୍ଗାଲୁରର ଲନ୍ଦ୍ରା ଓ କୋର୍ଚୋଲି ଅଞ୍ଚଳରେ ଏକ ହଜାରରୁ ଅଧିକ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୧୩ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବହୁ ସଂଖ୍ୟକ … Continue reading ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ