ଭୁବନେଶ୍ବର ମଧ୍ୟ ଆସନ ହାତେଇଲେ ଅନନ୍ତ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାନସଭା ଆସନର ସମସ୍ତ ୧୭ ରାଉଣ୍ଡ ଗଣତି ଶେ​‌ଷ ହୋଇଛି। ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏହି ଆସନରୁ ବିଜୟୀ ହୋଇଥିବା ଜଣାପଡ଼ିଛି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ୩୭ ଭୋଟ୍‌ରେ ପରାସ୍ତ କରି ଆସନ ହାତେଇଛନ୍ତି ଅନନ୍ତ।