ସ୍ତ୍ରୀ ସହ ଯାଉଥିଲେ ପୂଜକ; ରାସ୍ତାରେ ହାଣିଲେ ଦୁର୍ବୃତ୍ତ..

ଭବାନୀପାଟଣା : ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ସୁଶାନ୍ତ ଠାକୁର (୪୦) ନାମକ ଜଣେ ପୂଜକଙ୍କୁ ମଙ୍ଗଳବାର ସକାଳେ ଚାରି ଜଣ ଯୁବକ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହେଇଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ପୂଜକଙ୍କୁ ପ୍ରଥମେ ନର୍ଲା ଡାକ୍ତରଖାନା ଏବଂ ପରେ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂଜକ ଜଣକ ସ୍ତ୍ରୀଙ୍କ ସହିତ ଯାଉଥିବା ବେଳେ ପୂର୍ବରୁ ଛପି ଥିବା ଯୁବକମାନେ ତାଙ୍କୁ ହାଣି ଫେରାର … Continue reading ସ୍ତ୍ରୀ ସହ ଯାଉଥିଲେ ପୂଜକ; ରାସ୍ତାରେ ହାଣିଲେ ଦୁର୍ବୃତ୍ତ..