ସତେଜ ନା ବାସି ; କେଉଁମାନେ ବାସି ରୁଟି ଖାଇବା ବରଦାନ..

ଅଧିକାଂଶ ସମୟରେ ଯେତେ ଚେଷ୍ଟା କଲେ ମଧ୍ୟ ରାତିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସକାଳ ପର୍ଯ୍ୟନ୍ତ ବଳକା ରହିଥାଏ । କିଛି ଲୋକେ ଏହାକୁ ଫିଙ୍ଗି ଥାଆନ୍ତି ତ କିଛି ଲୋକେ ଏହାକୁ ଫ୍ରିଜରେ ରଖି ପରଦିନ ଖାଇ ଥାଆନ୍ତି । କିଛି ଲୋକେ ନିୟମିତ ବାସି ରୁଟି ଖାଇ ଥାଆନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ବାସି ରୁଟି ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ … Continue reading ସତେଜ ନା ବାସି ; କେଉଁମାନେ ବାସି ରୁଟି ଖାଇବା ବରଦାନ..