ଭାଲୁ ଆକ୍ରମଣରେ ଜଣେ ଆହତ, ଜଣେ ଗୁରୁତର 

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ରାଇଲ ଫରେଷ୍ଟ ସେକ୍ସନର ରାଇଲ ଗ୍ରାମରେ ବୁଧବାର ସକାଳୁ ଏକ ଭାଲୁ ଆକ୍ରମଣରେ ୨ ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣାପଡିଛି। ତେବେ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁ ଆକ୍ରମଣରେ ଆହତ ଦୁଇ ଜଣ ହେଲେ ରାଇଲ ଗ୍ରାମର ଶତ୍ରୁ ମାଝୀ (୫୦) ଏବଂ ଅରୁଣ ଦେହୁରୀ (୪୫)। ହଟିଲା ଫାଇଭ୍‌-ଟି ଚାର୍ଟର ଓ ‘ମୋ … Continue reading ଭାଲୁ ଆକ୍ରମଣରେ ଜଣେ ଆହତ, ଜଣେ ଗୁରୁତର