ପଳାଶୁଣି ଛକରେ ଟ୍ରକ ଧକ୍କାରେ ମହିଳା ମୃତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ପଳାଶୁଣି ଛକରେ ପୂର୍ବାହ୍ନ ୧୦ଟା ୩୦ରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ସେ ରାସ୍ତା ପାରି ହେଉଥିବା ସମୟରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଟ୍ରକ ସହ ଚାଳକ ଫେରାର ହୋଇ ଯାଇଛି । ଖବର ପାଇ ମଞ୍ଚେଶ୍ୱର ଥାନା … Continue reading ପଳାଶୁଣି ଛକରେ ଟ୍ରକ ଧକ୍କାରେ ମହିଳା ମୃତ