ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ: ପୁଣି ଲୁଟିଲେ..

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା। ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି। ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ୍ ହୋଇଛି। ଭୁବନେଶ୍ୱର ପାହାଳସ୍ଥିତ ପାହାଳ ଥାନା ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ୍ ଲୁଟ୍ ହୋଇଛି ବୋଲି ମଙ୍ଗଳବାର ଖବର ମିଳିଛି। ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ୩ଟି ବ୍ଲକରୁ ଲୁଟ୍ କରିଛନ୍ତି। ଚୋରିର ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ … Continue reading ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ: ପୁଣି ଲୁଟିଲେ..