ରାଜଧାନୀ ଭୁବନେଶ୍ୱରରେ ଡମ୍ଫର ଚକା ତଳେ ପଶିଗଲା ସ୍ପିଡ୍‌ ବାଇକ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଦୁର୍ଘଟଣା। ଜୟଦେବବିହାର-ଇସ୍କନ ମନ୍ଦିର ରାସ୍ତାରେ ଡମ୍ଫର ଚକା ତଳେ ପଶିଗଲା ସ୍ପିଡ୍‌ ବାଇକ୍‌। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଅନେକ ସମୟରେ ଧରି ଯାନବାହନ ଅଟକି ରହିବା ସହ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ସମସ୍ୟାକୁ ନିୟନ୍ତ୍ରଣ କରି … Continue reading ରାଜଧାନୀ ଭୁବନେଶ୍ୱରରେ ଡମ୍ଫର ଚକା ତଳେ ପଶିଗଲା ସ୍ପିଡ୍‌ ବାଇକ୍‌