ହାଇଟେକ୍‌‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା ; ଦିଲ୍ଲୀପ ଜୀବିତ ନା ମୃତ!

ଭୁବନେଶ୍ୱର : ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌‌ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଛି। ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଛି। ମୃତକଙ୍କୁ ନେଇ ଏକ ବଡ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଛି। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ। ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌‌ଏ ଟେଷ୍ଟ କରାଯିବ। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ହାଇଟେକ୍‌‌ … Continue reading ହାଇଟେକ୍‌‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା ; ଦିଲ୍ଲୀପ ଜୀବିତ ନା ମୃତ!