ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ – ମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର : ଲୋକସେବା ଭବନରେ ଗୁରୁବାର ଠାରୁ ବିଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ ପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ। ଓଡିଆ ଅସ୍ମିତାର ପ୍ରତିଷ୍ଠା, ସଂରକ୍ଷଣ ଓ ପ୍ରସାରଣକୁ ଗୁରୁତ୍ୱ ଦିଆଯିବ। ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ। ପ୍ରତି ଜିଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ପଠନ ଅଭ୍ୟାସ … Continue reading ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ – ମୁଖ୍ୟମନ୍ତ୍ରୀ..