କମ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ; ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ

ବାସୁଦେବପୁର: ଶ୍ରାବଣ ମାସରେ ଟାଙ୍ଗରା ଭୁଇଁ ପାଲଟିଛି ଧାନଚାଷ କ୍ଷେତ। ଆବଶ୍ୟକ‌ତା ଠାରୁ ୪୦ ପ୍ରତିଶତ କମ ବୃଷ୍ଟିପାତ ହୋଇଥିବାକୁ ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଛି। ନିଅଣ୍ଟିଆ ବର୍ଷା ପାଇଁ ଧାନଚାଷ ଆଗକୁ ଯାଇ ପାରୁନଥିବା ବେଳେ କମ ବୃଷ୍ଟିପାତର ସୂଚନା ସହିତ ଗହ୍ମାପୂର୍ଣ୍ଣିମାକୁ ଆଉ ଗୋଟିଏ ଦିନ ବାକି ରହିଛି । ଗହ୍ମାପୂର୍ଣ୍ଣିମା ବେଳକୁ ଧାନଚାଷ କ୍ଷେତରେ ରୁଆପୋତା କାମ ସରି ଯାଇଥାଏ। ହେଲେ ବାସୁଦେବପୁରର ବିଭିନ୍ନ … Continue reading କମ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ; ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ