ବାରଙ୍ଗରେ ଖଣି ବିଭାଗର ଚଢଉ ଜାରି ; ୩ ଦିନରେ ୧୦ ଗାଡି ଜବତ

ନନ୍ଦନକାନନ : ବାରଙ୍ଗରେ ଲଘୁ ଖଣିଜ ବିଭାଗର ଚଢାଉ ଜାରି ରହିଥିବା ବେଳେ ପୁଣି ରବିବାର ବିଳମ୍ବିତ ରାତିରେ ଆଉ ୭ଟି ଗାଡି ଜବତ କରା ଯାଇଥିଲା। ସେଥିମଧ୍ୟରେ ୬ଟି ଟ୍ରକ ଓ ଗୋଟିଏ ହାଇୱା ରହିଛି । ବାରଙ୍ଗର ବିଭିନ୍ନ ପ୍ରବେଶ ପଥରେ ଚଢ଼ଉ କରାଯାଇ ବେଆଇନ ଭାବରେ ବିଭିନ୍ନ ଲଘୁ ଖଣିଜ ପରିବହନରେ ବ୍ୟବହୃତ ଟ୍ରକ ଓ ହାଇୱାଗୁଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଚାଲାଣ କାଗଜପତ୍ର ଠିକ ନଥିବାରୁ ସେଗୁଡ଼ିକ ଜବତ … Continue reading ବାରଙ୍ଗରେ ଖଣି ବିଭାଗର ଚଢଉ ଜାରି ; ୩ ଦିନରେ ୧୦ ଗାଡି ଜବତ