ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ । ଏନେଇ ଏକ୍ସରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି କହିଛି କି ୩୧ ମାର୍ଚ୍ଚ ୨୦୨୪ ରବିବାର ହେବା ସତ୍ତ୍ବେ ସମସ୍ତ ବ୍ୟାଙ୍କ ଖୋଲା ରହିବ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ଦିନ ଯୋଗୁଁ ଏମିତି ନିଷ୍ପତ୍ତି ନିଆଯାଇଛି । All Agency Banks to remain … Continue reading ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ