ବାଂଲାଦେଶୀ ସାଂସଦଙ୍କୁ କୋଲକାତାରେ ହତ୍ୟା, ଆମ ଦେଶର ଲୋକମାନେ ସମ୍ପୃକ୍ତ କହିଲେ ବାଂଲାଦେଶର ଗୃହମନ୍ତ୍ରୀ

ଡେସ୍କ: କିଛି ବାଂଲାଦେଶୀ କୋଲକାତା ନିକଟସ୍ଥ ନିଉ ଟାଉନର ଏକ ଫ୍ଲାଟରେ ଶାସକ ଆୱାମୀ ଲିଗ୍ (ଏଏଲ୍)ର ସାଂସଦ ଅନୱାରୁଲ୍ ଅଜିମ୍ ଅନାରଙ୍କୁ ହତ୍ୟା କରିଛନ୍ତି ବୋଲି ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ ବୁଧବାର କହିଛନ୍ତି। ଢାକାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଯେଉଁ ସୂଚନା ରହିଛି ତାହା ହେଉଛି ଏହି ହତ୍ୟାକାଣ୍ଡରେ ଆମ ଦେଶର ଲୋକମାନେ ସମ୍ପୃକ୍ତ ଅଛନ୍ତି। ବାକି ଦୁଇ ପର୍ଯ୍ୟାୟ ଲୋକସଭା ନିର୍ବାଚନ … Continue reading ବାଂଲାଦେଶୀ ସାଂସଦଙ୍କୁ କୋଲକାତାରେ ହତ୍ୟା, ଆମ ଦେଶର ଲୋକମାନେ ସମ୍ପୃକ୍ତ କହିଲେ ବାଂଲାଦେଶର ଗୃହମନ୍ତ୍ରୀ