ବାଂଲାଦେଶରେ ତେଜିଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ
ଢାକା: ସରକାରୀ ଚାକିରିରେ ସଂରକ୍ଷଣ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଦେଶର ସରକାର ବୁଧବାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିବା ପରେ ଗୁରୁବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି। ସଂରକ୍ଷଣ … Continue reading ବାଂଲାଦେଶରେ ତେଜିଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ
Copy and paste this URL into your WordPress site to embed
Copy and paste this code into your site to embed